Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆଜି ଓଡିଶା ଆସୁଛନ୍ତି ମୋଦୀ: ଭୁବନେଶ୍ବରରେ ରାତ୍ରିଯାପନ ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମାବେଶ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର
ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର । ଚାଷ ଜମିରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ । ଅଳ୍ପକେ ବର୍ତ୍ତିଲେ ୪ ଯବାନ। ମହାରାଷ୍ଟ୍ରର ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସ୍ଥିତ ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା । ତେବେ ଟେକ୍ନିକାଲ ତ୍ରୁଟି ଯୋଗୁ ପାଇଲଟ୍‌ଙ୍କୁ ଏଭଳି କରିବାକୁ ପଡିଥିବା କୁହାଯାଉଛି।
ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଥିବା ବେଳେ ଭଲ ରାସ୍ତା ପାଲଟିଛି ସ୍ୱପ୍ନ
ଅର୍ଗସ ବ୍ୟୁରୋ: ଦୁର୍ଗମର ଦୁସ୍ଥ ରାସ୍ତା। ଗାଁକୁ ସଂଯୋଗ ହୋଇ ପାରିନି ରାସ୍ତା। ଯେଉଁଠି ସଂଯୋଗ ହୋଇଛି ସେଠିବି ଅବସ୍ଥା ବେହାଲ। ରାସ୍ତାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ର ହାତୀଛାଡ ଗାଁରେ । ଗାଁ କୁ ଯିବା ପାଇଁ ରାସ୍ତା ଥାଇ ନଥିଲା ପରି। ପ୍ରାୟ 3 କିଲୋମିଟର ରାସ୍ତା ରେ ମେଟାଲ, ପଥର ବିଛାଇ ହୋଇ ପଡିଥିବ